Discover
khabar odia
4 Episodes
Reverse
ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୟଙ୍କର ନଭେଲ କୋରୋନା ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇସାରିଛି । କେରଳରେ ତିନି ତିନିଟି ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ କୋରୋନା ଛନକା । ହେଲେ ଭାଗ୍ୟବଶତଃ ଏଯାବତ ତେଲେଙ୍ଗାନାରେ କୌଣସି କୋରାନା ଆକ୍ରାନ୍ତର ଶିକାର ହୋଇନଥିବା ସୂଚନା ମିଳିଛି ।
ଦେଶ ସ୍ବାଧୀନ ହେଲା। ଦେଶବାସୀଙ୍କ ମୁହଁରେ ହସ ଫୁଟିଲା। ହେଲେ ଆଜି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଖିରେ ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ରହୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ଏହା ହେଉଛି ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପରିବାର କଥା ।
ପୁରୀ: ଦୁର୍ବ୍ୟବହାର କରି ସସପେଣ୍ଡ ହେଲେ ପୋଲିସ ଅଧିକାରୀ। ‘ମୋ ସରକାର’ ଅନ୍ତର୍ଗତ ସବୁ ଥାନାରେ ଏବେ ପୋଲିସ ଅଧିକାରୀ ଉତ୍ତମ ବ୍ୟବହାର ସହିତ ଲୋକଙ୍କୁ ମାମଲା ଦାୟର କରିବାରେ ସାହାଯ୍ୟ କରିବାରୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।
ଚାଷୀ ଆତ୍ମହତ୍ୟା ଅନେକଥର ଗଣମାଧ୍ୟମ ସାମ୍ନା କୁ ଆସୁଛି କିନ୍ତୁ ସରକାର ପାଖକୁ ପହଞ୍ଚୁନୀ,ଅନେକ ଚାଷୀ କଳାହାଣ୍ଡି ରୁ ଋଣଭାର ସୁଝି ନପାରି ପାରି , ଆତ୍ମହତ୍ୟା କରୁଥିବା ବେଳେ ଟୋକନ ଅପବ୍ୟବସ୍ଥା ରେ ଚାଷୀ ଙ୍କ ଆତ୍ମହତ୍ୟା ପାଇଁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଛନ୍ତି।




