ଗଳ୍ପ - ଶାଗୁଣା ର ହସ ପ୍ରଥମ ଭାଗ
Update: 2023-02-10
Description
ଗଳ୍ପ - ଶାଗୁଣା ର ହସ , ରଚନା- ପ୍ରଶାନ୍ତ ସାହୁ, ଉପସ୍ଥାପନା- ଅମରେନ୍ଦ୍ର ଚୌଧୁରୀ ଓଝା। ପ୍ରସ୍ତୁତି- ଅନୁରାଗ ର କାହାଣୀ। କାହାଣୀଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। କାହାଣୀ ଟି ତିନୋଟି ଭାଗ ରେ ଶେଷ ହୋଇଛି। ଆଜି ଶୁଣନ୍ତୁ ଏହାର ପ୍ରଥମ ଭାଗ। କାହାଣୀଟିକୁ ଶୁଣନ୍ତୁ ଓ ଭଲ ଲାଗିଲେ ନିଜର ମତାମତ ଦିଅନ୍ତୁ। ଆଗକୁ ଆପଣ ମୋତେ କେଉଁ କେଉଁ ପ୍ରସଙ୍ଗ ଉପରେ ଶୁଣିବାକୁ ଚାହୁଁଛନ୍ତି ଜଣାଇଲେ ମୁଁ ସେମିତି ପ୍ରସଙ୍ଗ ନେଇ ଆପଣଙ୍କ ପାଖକୁ ଆସିବି। ଆପଣମାନଙ୍କ ମତାମତ ଅପେକ୍ଷାରେ ମୁଁ ଅମରେନ୍ଦ୍ର💐🙏
Comments
In Channel























